
ଦୁଇ ଦିନ ପରେ ଆଇପିଏଲ୍ : ଜାଣନ୍ତୁ ଆଇପିଏଲ୍ ସଂପର୍କିତ କିଛି ଗୁରୁତ୍ୱପୂର୍ଣ ତଥ୍ୟ
ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । କମ୍ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଆଇପିଏଲ୍ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି ଭାରତୀୟ ଦର୍ଶକ । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ଏଠାରେ ଉପସ୍ଥାପନ କରୁଛୁ । ସର୍ବାଧିକ ୩ ଥର ଆଇପିଏଲ୍ ଜିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ସବୁଠୁ ଅଧିକ ୯୨ଟି ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି ଏହି …