ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ

Read More

ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା

Read More

ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ସହରରେ ରହୁଥିବା ଲୋକଙ୍କ ପାଇଁ ଖାଲିସ୍ଥାନ ଟିକେ ପାଇବା କଷ୍ଟକର । ଭଡ଼ାଘରେ ବା ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଖାଲିସ୍ଥାନ କୋଉଠୁ ମିଳିବ, ହେଲେ ସବୁବେଳେ ବାରି ଶାଗ, ଲଙ୍କା ଓ ପନିପରିବାର ସ୍ୱାଦକୁ ଝୁରି ହୁଅନ୍ତି ଏମାନେ । ଆପଣ ବି ଯଦି ସହରରେ ରହୁଛନ୍ତି ବାଡ଼ି କି ଖୋଲାସ୍ଥାନ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ବାଲୋକନି କିମ୍ବା ଛାତ ଉପରେ କିଚେନ ଗାର୍ଡେନ୍ ବା ପାକଶାଳା ଉଦ୍ୟାନ କରି ବିଭିନ୍ନ ପ୍ରକାର ଚାଷ …

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରିଥିବା ଦେଶର କିଛି ବଛାବଛା ବାଳକବାଳିକାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଏ । କିନ୍ତୁ ଜାଣନ୍ତି କି, ଏହି ପୁରସ୍କାର ପ୍ରଦାନ କେବେ ଠାରୁ ଓ କାହିଁକି ଆରମ୍ଭ ହୋଇଥିଲା? କିଏ ପାଇଥିଲେ ପ୍ରଥମ ସାହସିକତା ପୁରସ୍କାର? ଆଜି ଶିଶୁ ଦିବସରେ ଆସନ୍ତୁ ଜାଣିବା ସେହି ସାହସୀ ବାଳକଙ୍କ କଥା, ଯିଏ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାରର …

ଗତ ଦୁଇ ଦଶନ୍ଧି ହେବ ଓଡ଼ିଶା ଶିଳ୍ପାୟନରେ ବେଶ ଅଗ୍ରଗତି କରିବା ସହ ପୁଞ୍ଜି ନିବେଶକାରୀଙ୍କ ପସନ୍ଦିଦା ରାଜ୍ୟ ପାଲଟିଛି । ପର୍ଯ୍ୟାପ୍ତ ଖଣିଜ ପଦାର୍ଥ ସହ ବନ୍ଦର ଗୁଡ଼ିକର ଉନ୍ନତି କରଣ ଓ ସୁଦୃଢ ସଂଯୋଗୀକରଣ ପାଇଁ ଆଗାମୀ ଦିନରେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ଅଧିକ ସମୃଦ୍ଧ ହେବ ବୋଲି ‘ମେକ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’ରେ ଯୋଗଦେଇଥିବା ଶିଳ୍ପପତି ଓ ଉଦ୍ୟୋଗୀମାନେ ମତ ଦେଇଛନ୍ତି । ୧୧ ତାରିଖରୁ ଜନତା ମଇଦାନରେ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା …

ସାରା ଦିନ ଗୋଟିଏ ସ୍ଥାନରେ ବସି ରହି କାମ କରିବା କାରଣରୁ ହେଉ ଅବା ଏଠାରୁ ସେଠାକୁ ଯିବାଆସିବା କରିବାରୁ ହେଉ ଆମ ପାଦରେ ଅନେକ ସମୟରେ କଷ୍ଟ ଅନୁଭବ ହୋଇଥାଏ । ନିୟମିତ ମସାଜ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତ ମିଳିବା ସହ ପାଦ ସୁନ୍ଦର ଦିଶିଥାଏ । କେଉଁ ସମୟରେ କିପରି ପାଦ ମସାଜ କରିବେ ସେ ବିଷୟରେ ଜାଣନ୍ତୁ । • ରାତିରେ ସୋଇବା ଆଗରୁ ମସାଜ କରିବା ଦ୍ୱାରା ସୁଖ …

ବଲିଉଡ଼ର ହିଟ୍ ଯୋଡ଼ି ରଣବିର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହ ଆସନ୍ତା ୧୪-୧୫ ତାରିଖରେ ଇଟାଲିରେ ଅନୁଷ୍ଠିତ ହେବାକୁ ଯାଉଛି । ନିଜ ପ୍ରିୟ କଳାକାରଙ୍କୁ ବରକନିଆ ବେଶରେ ଦେଖିବା ପାଇଁ ପ୍ରଶଂସକମାନଙ୍କ ମନରେ କାହିଁ କେତେ ଉକ୍ରଣ୍ଠା ଭରି ରହିଛି । ଗତ ୧୦ତାରିଖରେ ନିଜ ସମ୍ପର୍କୀୟମାନଙ୍କ ସହ ବିବାହ ପାଇଁ ବିରଦୀପ୍ ଯୋଡ଼ି ଇଟାଲିରେ ପହଞ୍ଚିଥିବା ବେଳେ ବିବାହ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଦୀପିକା ଓ ରଣବିରଙ୍କ ବିବାହ, ସଙ୍ଗୀତ, …

ବହୁ ପ୍ରତିକ୍ଷୀତ ଅଭିନେତା ଆମିର ଖାନ ଓ ମହାନାୟକ ଅମିତାଭ ବଚନଙ୍କ ଅଭିନୀତ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ ଶୁକ୍ରବାର ମୁକ୍ତି ଲାଭ କରିଛି । ଏହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଓ ଉତ୍ତକଣ୍ଠା ଭରି ରହିଥିଲେ ମଧ୍ୟ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିଛି । ୩୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଫିଲ୍ମଟି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ସହ ଭଲ ଆୟ କରିବ ବୋଲି ଆଶା କରାଯାଇଥିଲା । ହେଲେ ଏହାର …

ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ କୃଷି ଉଦ୍ୟୋଗୀ ଆକାଶ ଚୌରାସିୟା ସାତ ବର୍ଷ ତଳେ ନିଜ ୧୦ ଡେସିମଲ୍ ଜମିରେ ମଲ୍ଟିଲେୟର୍ ଫାର୍ମିଂ ପଦ୍ଧତିରେ ପରିବା ଚାଷ ଆରମ୍ଭ କରିଥିଲେ । ଏହି ପଦ୍ଧତି ସଫଳ ଓ ଲାଭଦାୟକ ପ୍ରମାଣିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ହଜାର ଏକର ଜମିରେ ପରିବା ଚାଷ କରୁଛନ୍ତି ଆକାଶ । ଦେଶର ୫୦ରୁ ଅଧିକ ସ୍ଥାନରେ ତାଙ୍କ ନିର୍ମିତ ମଡେଲ୍ ଫାର୍ମ ରହିଛି ଏବଂ ଏହି …

ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ବା ‘ମି ଠୁ’ ଅଭିଯୋଗ ଆଣିବା ପରେ କେବଳ ତାଙ୍କ ପାରିବାରିକ ବା ସାମାଜିକ ଜୀବନ ଉପରେ ପ୍ରଭାବ ପଡ଼ିଛି ତାହା ନୁହେଁ ତାଙ୍କ କ୍ୟାରିୟର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ‘ମି ଠୁ’ ବିବାଦ କାରଣରୁ ନାନା ନିଜର ଆଗାମୀ ଫିଲ୍ମ ‘ହାଉସ୍ ଫୁଲ-୪’ ଛାଡ଼ିଥିବାର ସୂଚନା ମିଳିଛି । ଏହା ସହ ନାନାଙ୍କ ବଦଳରେ ବାହୁବଳୀ ଫେମ ରାଣା …

ଝୁଡ଼ଙ୍ଗକୁ ସାଧାରଣତଃ ମଞ୍ଜି ଓ ପରିବା ଭାବେ ବ୍ୟବହାର କରିଯାଇଥାଏ । ଏହା ସବୁ ବର୍ଗର ଲୋକଙ୍କ ପାଇଁ ଅବାଶକ୍ୟୟ ଓ ଉପକାରି ହୋଇଥାଏ । ତେଣୁ ବଜାରରେ ଏହାର ଚାହିଦା ସବୁସମୟରେ ରହିଥାଏ । ଝୁଡ଼ଙ୍ଗ ଗଛର ଚେରରେ ଗଣ୍ଠି ହୋଇ ବାୟୁ ମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିକୁ ଉର୍ବର କରୁଥିବାରୁ ଏହାକୁ ଅନ୍ୟ ଫସଲ ସହିତ ଅନ୍ତଃଫସଲ ଭାବେ ଚାଷ କରାଯାଇଥାଏ । ଝୁଡ଼ଙ୍ଗ ଅନ୍ୟ ଫସଲ ବଢାଇବା ସହ ଅର୍ଥରୋଜଗାର ପାଇଁ …

ମୂଳା ଏକ ଶୀତଦିନିଆ ପରିବା । ଖାଇବାକୁ ଟିକିଏ ରାଗ ହେଲେ ମଧ୍ୟ ଦେହ ପାଇଁ ଗୁଣକାରୀ । ସାଲାଡ୍ ବ୍ୟତୀତ ଅନେକ ଏହାକୁ ତରକାରୀ କରି ଖାଇଥାନ୍ତି । ସାଧାରଣତଃ ଧଳା ଓ ନାଲି ରଙ୍ଗର ମୂଳା ବଜାରରେ ମିଳିଥାଏ । ଏହା ଆମ ସ୍ୱାସ୍ଥ୍ୟ କେତେ ଉପକାରୀ ଜାଣିବା ପରେ ନଖାଉଥିବା ବ୍ୟକ୍ତି ମଧ୍ୟ ଖାଇବାକୁ ଆଗ୍ରହ ପ୍ରକାଶ କରିବ । ତେବେ ଜାଣନ୍ତୁ କି ଲାଭ ମିଳିଥାଏ ମୂଳା ଖାଇବା ଦ୍ୱାରା । …