ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ

Read More

ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା

Read More

ଶୃଙ୍ଖଳିତ ଖାଦ୍ୟ ଦ୍ଵାରା ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି…

Read More

ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । ଦିନ ୧୨ଟା ସମୟରେ ଅନଲାଇନରେ ଟିକେଟ ବିକ୍ରି ହେବ ଆଉ ଏହି ସମୟକୁ ଅପେକ୍ଷା କରି ବସିଥିଲେ ହକିପ୍ରେମୀ । ହେଲେ ଦିଆଯାଇଥିବା ସାଇଟ ଖୋଲିବା ବେଳକୁ booking closed ଓ coming soon ଦେଖାଇଥିଲା। ୨୭ ଓ ୨୮ ଦୁଇଦିନ ଧରି ଭୁବନେଶ୍ୱର ଓ କଟକରେ ଆୟୋଜିତ ହେଉଥିବା ଉଦଘାଟନୀ ଉତ୍ସବ ପାଇଁ ଅନଲାଇନ …

ଗରିବ ହୃଦ୍ ରୋଗୀଙ୍କୁ ମାଗଣା ହାର୍ଟ ସର୍ଜରୀ ପାଇଁ ସମସ୍ତ ଖର୍ଚ୍ଚ ଯେଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ ରାଜକୋଟ ହାର୍ଟ ହସ୍ପିଟାଲ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ସ୍ଥାନୀୟ ସତ୍ୟସାଇ ସେବା ସଂଗଠନ ଓ ସତ୍ୟସାଇ ହାର୍ଟ ହସ୍ପିଟାଲ ରାଜକୋଟର ମିଳିତ ଉଦ୍ୟମରେ ଖାରବେଳନଗର ସାଇଜନନୀଠାରେ ରବିବାର ଆୟୋଜିତ ମେଗା ହୃଦରୋଗ ଚିକିତ୍ସା ଓ ଚିହ୍ନଟ ଶିବିରକୁ ଉଦ୍ଘାଟନକରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି …

ସଫଳତାର ସହ ରାଜ୍ୟ ରାଜଧାନୀରେ ଚାଲିଥିବା ୫ ଦିନିଆ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’ ସରିଛି । ଏହା ଥିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଚଳିତ ବର୍ଷର ଏହି କନକ୍ଲେଭରେ ରାଜ୍ୟକୁ ମିଳିଥିବା ପୁଞ୍ଜିଲଗାଣ ଅଭିପ୍ରାୟକୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶତକଡ଼ା ୭୫ ଭାଗ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଦୁଇ ବାର୍ଷିକ ଫ୍ଲାଗ୍ସିପ୍ ପୁଞ୍ଜିଲଗାଣ ସମ୍ମିଳନୀ ସଫଳତାର ସହିତ …

କୁକୁରକୁ ମଣିଷର ବିଶ୍ୱସ୍ତ ବନ୍ଧୁ କୁହାଗଲେ ମଧ୍ୟ ଅନେକ ସମୟରେ ବହୁ ଲୋକ ବୁଲା କୁକୁର ଦ୍ୱାରା ଆକ୍ରମଣର ଶୀକାର ହୋଇଥାନ୍ତି । କୁକୁର ସାଧାରଣତଃ ଭୋକିଲା ଥିଲେ କିମ୍ବା ଶାବକମାନଙ୍କୁ ରକ୍ଷା କରୁଥିଲେ ସେମାନେ ହିଂସ୍ର ସ୍ୱଭାବ ପ୍ରଦର୍ଶନ କରିଥାନ୍ତି । ପଶୁ ପ୍ରବୃତ୍ତି ଅନୁସାରେ, ସେମାନେ ନିଜ ପ୍ରତି କିମ୍ବା ନିଜ ବସତି ପ୍ରତି ବିପଦ ଅନୁଭବ କଲେ ଆକ୍ରମଣ କରିଥାନ୍ତି । କିନ୍ତୁ ଆପଣ କେତେକ ଦିଗ ପ୍ରତି ଧ୍ୟାନ ଦେଲେ କୁକୁର …

ଆଜିକାଲି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କ୍ୟାରିୟର ପାଇଁ ଅନେକ ସୁଯୋଗ ରହିଛି । ସାର୍ବଜନିକ ଓ ପ୍ରାଇଭେଟ ବ୍ୟାଙ୍କ ଗୁଡ଼ିକରେ ଅଧିକ ପଦବୀ ଖାଲି ରହୁଛି । ବର୍ତ୍ତମାନ ସମୟରେ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ ପାଇଁ ସେମାନଙ୍କ ସେବାକ୍ଷେତ୍ର ବହୁପରିମାଣରେ ବିସ୍ତାର କରିବାରୁ ଚାକିରୀ ସୁଯୋଗ ବଢିବା ସହ ଭଲ ଦରମା ମିଳିଥାଏ । ଏହି କାରଣରୁ ଆଜିର ଯୁବପୀଢିଙ୍କ ମଧ୍ୟରେ ବ୍ୟାଙ୍କରେ ଚାକିରି କରିବା ପାଇଁ ଏକ ରକମର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଏହାର ସୁଯୋଗ …

ରଣବିର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ପ୍ରଶଂସକ, ବଲିଉଡ଼ ଜଗତରେ ଅନେକ ଉତ୍କଣ୍ଠା ଭରି ରହିଥିବାବେଳେ । ଗତ ୧୪-୧୫ ତାରିଖରେ ଇଟାଲିର ଲେକ କୋମୋରେ ଦୀପବିରଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ସେମାନଙ୍କ ବିବାହ ପ୍ରସ୍ତୁତି ଓ ବିବାହ ସମୟର ଫଟୋ ଯେପରି ଲିକ ନହୁଏ ସେଥିପାଇଁ ବନ୍ଦବୋସ୍ତ କରାଯାଇଥିବାରୁ କୌଣସି ସୂତ୍ରରୁ ଦୀପବିରଙ୍କ ବିବାହ ସମୟର ଫଟୋ ମିଳିପାରିନଥିଲା । ହେଲେ ଦୀପବିର ନିଜ ପ୍ରଶଂସକଙ୍କୁ ନିରାଶ ନକରି ୧୫ତାରିଖ ବିବାହ …

ଆମ ଆଖପାଖରେ ଏପରି ଅନେକ ବ୍ୟକ୍ତି ଥାନ୍ତି ଯେଉଁମାନଙ୍କୁ ସେମାନଙ୍କ କ୍ଷୀଣ ଶରୀର ବା କମ୍ ଓଜନ ପାଇଁ କାଟାକ୍ଷ ଶୁଣିବାକୁ ପଡ଼ିଥାଏ । ଯଦି ଆପଣବି ଏହି ଭଳି କଟାକ୍ଷ ଶୁଣୁଛନ୍ତି ବା ପତଳା ଚେହେରା ପାଇଁ ଚିନ୍ତିତ ଅଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର ହୋଇ ପାରିବ । ପ୍ରଥମେ ଜାଣନ୍ତୁ ପତଳା ଓ ଦୁର୍ବଳ ଶରୀରର କାରଣ କ’ଣ? ଅଧବକ ଚିନ୍ତାଗ୍ରସ୍ତ ହେବା, ସଠିକ୍ ସମୟରେ ଖାଦ୍ୟ …

ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପ୍ରାକୃତିକ ଦୃଶ୍ୟ ଯିଏ ଥରେ ଦେଖିଛି ସେ ବାରମ୍ବାର ସେଠାକୁ ଯିବାକୁ ଇଛା କରିବ ନିଶ୍ଚୟ । ସୁନ୍ଦର ବନରାଜି ସାଙ୍ଗକୁ ଅଦିବାସୀଙ୍କ ଜୀବନଶୈଳୀ, ଝରଣାର କୂଳୁକୂଳୁ ନାଦ ଚିତ୍ତଚୋରି କରିନେଇଥାଏ ପର୍ଯ୍ୟଟକଙ୍କର । ରାଜ୍ୟ ସରକାର ଦାରିଙ୍ଗବାଡ଼ିକୁ ଜୈବ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରିଥିବାରୁ ପର୍ଯ୍ୟଟକଙ୍କ ଅବସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସେଠାରେ ଉପଲବ୍ଧ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ୨୦୦ କିଲୋମିଟର ଦୂରରେ …

ଅନେକ ଲୋକ ଅଳ୍ପ କାମ କରିଦେଲେ ବା ପାହଚ ଚଢିଲେ ଥକି ପଡ଼ନ୍ତି, ଦୁର୍ବଳ ଅନୁଭବ କରନ୍ତି । ଅପଣବି ଯଦି ଏହିଭଳି ଅନୁଭବ କରୁଥାନ୍ତି ତେବେ ନିୟମିତ ଭିଜା କିସମିସ ଖାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଶରୀର ପାଇଁ ଭିଜା କିସମିସର ଫାଇଦା ଅନେକ ରହିଛି । ଭିଜା କିସମିସ କିପରି ଖାଇବେ ଏଥିରୁ କ’ଣ କ’ଣ ଲାଭ ମିଳେ ସେ ବିଷୟରେ ଜାଣନ୍ତୁ । • ରାତିରେ ଶୋଇବା ପୂର୍ବରୁ ୧୨ରୁ୧୫ଟି …

୧୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହୋଇଥିବା ‘ମେକ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’ରେ ଏଗ୍ରି ମାର୍କେଟିଂ ପାଇଁ ୧୪୧୨ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାଵ ମିଳିଛି ଓଡ଼ିଶାକୁ । ଏଥିରେ ରିଲାଏନ୍ସ ୩ଶହ କୋଟି, ଆଇଟିସି ୫୨୦ କୋଟି, ଓ୍ବାଏର ହାଉସିଂ ୩ ଶହ କୋଟି, କଣ୍ଟ୍ରାକ୍ଟ ଫାର୍ମିଙ୍ଗର ୧୧୨ କୋଟି ପ୍ରସ୍ତାଵ ରହିଛି । ଏହା ସହ ଓଡ଼ିଶାରେ ଖୁବ ଶୀଘ୍ର କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଆଇନ ଆସିବ ବୋଲି ସୂଚନା ମିଳିଛି । ହରିଆଣା …