ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନଙ୍କ ପରଲୋକ

Read More

କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

Read More

ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More

ପାରମ୍ପରିକ ଚାଷରୁ ଭଲ ଲାଭ ନମିଳିବାରୁ ଅନେକ ଚାଷୀ ଚିନ୍ତାରେ ପଡ଼ିଥାନ୍ତି । ତା ସହ ଜଳବାୟୁ ପରିବର୍ତ୍ତନ ଫସଲ ହାନୀର ବଡ଼ କାରଣ ହୋଇଛି । ଏହି ସବୁ କାରଣରୁ ପ୍ରତି ବର୍ଷ ଗୋଟିଏ ପ୍ରକାର ଫସଲ ଚାଷ କରିବା ସମ୍ଭବ ହେଉନି, ଜମିର ଉର୍ବରତା କମି  କ୍ଷତି ସହିବାକୁ ପଡ଼ୁଛି ଚାଷୀମାନଙ୍କୁ । ତେଣୁ ପ୍ରତ୍ୟେକ ଋତୁ ବା ବର୍ଷରେ ଫସଲ ଚକ୍ରରେ ପରିବର୍ତ୍ତନ ଆଣିବା ଦ୍ୱାରା ଗୋଟିଏ ସିଜନର ଫସଲରୁ ଯେପରି ଅନ୍ୟ …

ସାଧାରଣତଃ ହଳଦୀକୁ କେବଳ ରୋଷେଇ ବା ସୌନ୍ଦର୍ଯ୍ୟ ପ୍ରସାଧାନ ସମାଗ୍ରୀ ପ୍ରସ୍ତୁରେ ବ୍ୟବହାର କଥା ଜାଣିଥିବେ । ହେଲେ ଆମ ବାଡ଼ି ବଗିଚାରେ ରହିଥିବା ହଳଦୀ ଗଛ ହେଉ ବା ରୋଷେଇ ଘରେ ରହିଥିବା ହଳଦୀ ଖଣ୍ଡ-ଗୁଣ୍ଡ କେତେ ଗୁଣକାରୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ରହିଥିବା ଓ୍ୟୌଷଧୀୟ ଗୁଣ ବହୁ ନୂଆ- ପୁରୁଣା ଚର୍ମ ଓ ପେଟ ରୋଗ ସହ ଥଣ୍ଡା ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏଥିରେ ଭିଟାମିନ୍‌, ପ୍ରୋଟିନ୍‌, …

ଚାଷୀମାନେ ଫସଲର ରୋଗପୋକ ଦମନ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ରାସାୟନିକ ବିଷ ବ୍ୟବହାର କରିବା ଫଳରେ ମଣିଷକୁ ଦୈନନ୍ଦିନ ଜୀବନରେ ଅନେକ ନୂଆ ନୂଆ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଏହାକୁ ପ୍ରତିହତ କରିବା ନିମନ୍ତେ ସଂପ୍ରତି କୃଷି କ୍ଷେତ୍ରରେ ସମ୍ବନିତ ରୋଗପୋକ ପରିଚାଳନା ପଦ୍ଧତି ବା ପ୍ରାକୃତିକ ଫସଲ ସୁରକ୍ଷା କୌଶଳ ଆପଣାଇବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଏହି ପଦ୍ଧତି ପରିବେଶକୁ ରାସାୟନିକ ବିଷର କୁପ୍ରଭାବରୁ …

ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ପ୍ରତିଦ୍ୱନ୍ଦି ମନୋଭାବ ନେଇ ଆଗକୁ ମାଡ଼ିଚାଲିଥିବା ବେଳେ ସମୟର ଅଭାବ ବାହାନାରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛି । ଗୋଟିଏ ସୁସ୍ଥ ଶରୀର ଓ ମନ ପାଇଁ ଉତ୍ତମ ଜୀବନଶୈଳୀ ସହିତ ସନ୍ତୁଳିତ ଭୋଜନ ନିହାତି ଜରୁରୀ । ସନ୍ତୁଳିତ ଖାଦ୍ୟ ଅଭାବରୁ ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ କର୍କଟ, ମଧୁମେହ, ରକ୍ତଚାପ, ହୃଦରୋଗ, ରକ୍ତହୀନତା ଅଦି ମାରାତ୍ମକ ରୋଗ ଆକ୍ରାନ୍ତ କରୁଥିବାର ଦେଖା ଯାଉଛି । କିଛିଟା ସାବଧାନତା …

ନୂଆଣିଆ ଚାଳ ଛପର ଘର ସାଙ୍ଗକୁ, ରଙ୍ଗିନ ମାଟିରେ ଚିକଣ କରି ଲିପା ହୋଇଥିବା କାନ୍ଥରେ ପଡ଼ିଛି ଧାଡ଼ିକି ଧାଡ଼ି ଝୋଟି, ଚିତା । କେବଳ କଣ ସେତିକି ଘର ଅଗଣାରେ ଚୁଲି, କୁକୁଡ଼ା ଭାଡ଼ି, ସିକାରେ କଖାରୁ ସାଇତା ହୋଇଛି । ବାଡ଼ିରେ ଭଳିକି ଭଳି ପନିପରିବା ସହ ମକା, ଜହ୍ନା ଲାଗାଯାଇଛି ଏହା କୌଣସି ଅଦିବାସୀ ଗାଁର ଦୃଶ୍ୟ ବିଷୟରେ ବର୍ଣ୍ଣନା କରୁନୁ ବରଂ ଖୋଦ ରାଜଧାନୀରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । …

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି, ଶିକ୍ଷା, ମହିଳାଙ୍କ ବିକାଶ, ରାସ୍ତାଘାଟ ଵିକାଶ ଓ ଅନ୍ୟାନ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରାୟ ୨ ଘଣ୍ଟା ୪୧ ମିନିଟ୍‌ ଧରି ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ । ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେ​‌ତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଜାଣିବା …

ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଟି ଅଣ୍ଡା ଦେଇଥାନ୍ତି । ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କୁକୁଡ଼ାମାନଙ୍କ ଅପେକ୍ଷା ଅଧିକ । ବତକ ଅତି ସାଧାରଣ ଖାଦ୍ୟ ଯଥା:- ଅଗଣାରେ ପଡ଼ିଥିବା ଖାଦ୍ୟ ଶସ୍ୟ, ପୋକଜୋକ, କେଞ୍ଚୁଆ, ଗେଣ୍ଡା,ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ଖାଇଥାନ୍ତି । ବତକ ପାଳନ ପାଇଁ ଉନ୍ନତ ଧରଣର ଘର ଦରକାର ହୋଇନଥାଏ । କୁକୁଡ଼ା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଳନ ପାଇଁ ଉପଯୋଗୀ …