
ଖରାଦିନେ ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ…
ଶୀତ ସାରିବାସହ ଖରାଦିନ ପ୍ରବେଶ କଲାଣି । ତାପମାତ୍ରା ଯେତେପରିମାଣରେ ବଢିବ ତ୍ୱଚା ପାଇଁ ସେତିକି ସମସ୍ୟା ସୃଷ୍ଟିକରିବ । ମୁଖବ୍ରଣ, ଶୁଷ୍କତା, ସନ ଟ୍ୟାନ ତ୍ୱଚାକୁ ଖରାପ କରିବାସହ ଉଜ୍ୱଳତା ନଷ୍ଟକରି ଦେଇଥାଏ । ଯଦି ଆପଣବି ଖରାଦିନେ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତାକରନ୍ତୁ ନାହିଁ ଆମେ ଆପଣଙ୍କୁ କିଛିଟା ଘରୋଇ ଉପାୟ ବତାଉଛୁ ଯାହାକୁ ଆପଣାଇ ଏଥର ଖରାଦିନେ ଆପଣଙ୍କ ତ୍ୱଚାକୁ ସୁସ୍ଥ ଓ ଉଜ୍ୱଳ ରଖିପାରିବେ। -ପ୍ରତିଦିନ ସାବୁନ୍ କିମ୍ବା …

ଫେବ୍ରୁୟାରୀ-ମାର୍ଚ୍ଚରେ ଚାଷକରନ୍ତୁ ଏସବୁ ପରିବା
ସାଧାରଣତଃ ଶୀତଋତୁ ସରିଲେ ଚାଷୀମାନେ ଭାବି ବସନ୍ତି ପରବର୍ତ୍ତୀ ଫସଲ କଣ କରିବେ । କେତେକ ସ୍ଥାନରେ ପାଣିର ସମସ୍ୟା ଥାଏତ କେତେକ ସ୍ଥାନରେ କେଉଁ ଫସଲ ଲଗାଇଲେ ଭଲ ଲାଭ ହେବ ତାହା ଜାଣିପାରନ୍ତି ନାହିଁ ଚାଷୀମାନେ । ତେବେ ଆମେ ଆପଣଙ୍କୁ ଜଣାଉଛୁ ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ କେଉଁ ଚାଷ କରିବା ଲାଭଜନକ ହୋଇଥାଏ । କାକୁଡ଼ି: ଏହା ଏକ ସ୍ୱଳ୍ପ ସମୟ ଓ କମ ପାଣିରେ ଅଧିକ ବଢୁଥିବା ଫସଲ । ଫେବ୍ରୁୟାରୀ …