କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସନି ଦେଲେ ୫କୋଟି !

Did Sunny Leone donated 5 crore to Kerala flood victims

କେରଳରେ ହୋଇଥିବା ଭୟାନକ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସ୍ଥାନରୁ ସହାୟତା ପ୍ରଦାନ କରାଯାଉଛି । ଏଥିରୁ ବଲିଉଡ଼ ବି ବାଦ ପଡ଼ିନି । ବନ୍ୟା ପୀଡ଼ିତଙ୍କୁ ସହାୟତା ପାଇଁ ଅଭିନେତା ଅକ୍ଷୟ କୁମାର ଓ ଶାହାରୁଖ ଖାନ ସହାୟତା ପ୍ରଦାନ କରିବା ପରେ ଆଉ ଜଣେ ଅଭିନେତ୍ରୀଙ୍କ ନାମ ଏଥିରେ ଯୋଡି ହୋଇଛି । ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ହେଉଛି ଯେ ପର୍ଣ୍ଣ ଷ୍ଟାର ଭାବେ ପରିଚିତ ଅଭିନେତ୍ରୀ ସନି ଲିଓନ କେରଳ ବନ୍ୟା ପୀଡ଼ିତଙ୍କୁ ୫କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଅନେକ ସମୟରେ ସନି ନିଜ ବେଶ ପୋଷାକକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ପାତ୍ର ପାଲଟିଥିବା ବେଳେ ଏବେ ସେ ବନ୍ୟା ପୀଡ଼ିତଙ୍କ ପାଇଁ ବଢାଇଥିବା ସହାୟତାର ହାତ ପାଇଁ ଚର୍ଚ୍ଚାରେ ଅଛନ୍ତି । ହେଲେ ସନିଙ୍କଠାରୁ କିଛି ସ୍ପଷ୍ଟ ଉତ୍ତର ମିଳିନାହିଁ ।

Previous ୩ବର୍ଷ ପରେ ପରଦାକୁ ଫେରୁଛନ୍ତି ମୁନି
Next ଟ୍ରେଣ୍ଟବ୍ରିଜ ଟେଷ୍ଟ:ବିଜୟ ଦ୍ୱାର ଦେଶରେ ଭାରତ

No Comment

Leave a reply

Your email address will not be published. Required fields are marked *