ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ

Farmers can sell vegetables during lockdown

ଚାଷୀମାନେ ଅମଳ କରୁଥିବା ପନିପରିବାକୁ ଗାଡ଼ିରେ ନେଇ ବଜାର ଯିବାରେ କୌଣସି ବାଧା ନାହିଁ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରଦିଆଯାଇଛି।
ଚଳିତ ରବି ଋତୁରେ ବିଭିନ୍ନ ପନିପରିବା ଅମଳ କରୁଥିବା ଚାଷୀମାନେ ସେସବୁର ବିକ୍ରି ପାଇଁ ବଜାର ଯିବାକୁ ନିକଟସ୍ଥ ଗ୍ରାମ କୃଷି କିମ୍ବା ଉଦ୍ୟାନ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Previous ଲକ୍ ଡାଉନ୍ ସମୟରେ ପରିବା ନମିଳିବା ନେଇ ଚିନ୍ତିତ କି? ବିନା ପରିବାରେ ତିଆରି କରନ୍ତୁ ଏସବୁ ଖାଦ୍ୟ
Next ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ

No Comment

Leave a reply

Your email address will not be published. Required fields are marked *