ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ

Farming will continue on the land During lockdown

ଖରିଫ ଋତୁ ଆରମ୍ଭ ହୋଇଥିବାରୁ କରୋନା ଭୁତାଣୁ ଜନିତ ବନ୍ଦ ପରିସ୍ଥିତି ରେ ମଧ୍ୟ କୃଷକ ମାନେ ନିଜ ଜମିରେ ଚାଷ କାର୍ଯ୍ୟ କରିପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ନିଜର କିମ୍ବା ଭଡ଼ା କୃଷି ଯନ୍ତ୍ରପାତି ବ୍ୟବହାର ରେ କୌଣସି କଟକଣା ନାହିଁ। ଏଥିପାଇଁ ଚାଷୀମାନେ ନିକଟସ୍ଥ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

Previous ଚାଷୀମାନେ ଗାଡ଼ିରେ ପରିବା ନେଇ ପାରିବେ
Next ଲକଡାଉନ୍ ବେଳେ ବିଭିନ୍ନ ଧରଣର କୃଷି କାମକୁ ଅନୁମତି

No Comment

Leave a reply

Your email address will not be published. Required fields are marked *