– ପ୍ରତ୍ୟେକ ପ୍ରଜାତିର ଜୀବାଣୁର କାର୍ଯ୍ୟକ୍ଷମତାରେ ଭିନ୍ନତା ଏବଂ ଜମିରେ ରାସାୟନିକ ଓ ଜୈବିକ ସ୍ଥିତି ଅନୁସାରେ ହିଁ ଫସଲ,ପାଣିପାଗ ଓ ଜମିରେ ଏହାର ବଂଶବୃଦ୍ଧି କାରଣରୁ ସୁଫଳରେ ଭିନ୍ନତା ହୋଇଥାଏ ।
– ଏହା ରାସାୟନିକ ସାରର ବିକଳ୍ପ ଅଟେ ।
– ଫସଲ ଉତ୍ପାଦନର ହାର ୧୦-୨୦% ବୃଦ୍ଧି ପାଇଥାଏ ।
– ଏହା ମିତ୍ର ଜୀବାଣୁମାନଙ୍କ ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରିଥାଏ ।
– ଏହାର ପ୍ରୟୋଗ ଦ୍ୱାରା ଉର୍ବରତା ଓ ଉତ୍ପାଦକତାର ହାର ବୃଦ୍ଧି ପାଏ ।
– ଏହା ଫସଲର କ୍ଷତିକାରକ ଜୀବାଣୁ , ଭୂତାଣୁ ମାନଙ୍କର ବିନାଶ କରିଥାଏ।
– ଏକ ବିଶେଷ ଗନ୍ଧ ଦ୍ୱାରା ଏମାନଙ୍କୁ ଚିହ୍ନଟ କରାଯାଇପାରେ ।
– ଏଥିରେ ଏନ୍ଜାଇମ ସକ୍ରିୟତା ଅଧିକ ଥାଏ ।
ତରଳ ଜୈବିକ ସାରର ଉପକାରିତା

No Comment