ଖବର
ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ, ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧,୨୪୫କୁ ବୃଦ୍ଧି

ଅଗ୍ନିଶମ ଡିଜି ଭାବେ ଦାୟିତ୍ଵ ଗ୍ରହଣ କଲେ ସତ୍ୟଜିତ ମହାନ୍ତି

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସପ୍ତାହକୁ ୨ ଦିନ ୧୧ ଜିଲ୍ଲାରେ ହେବ ସଟଡାଉନ

ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନଙ୍କ ପରଲୋକ

Read More

କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

Read More

ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More

କରୋନା ମୁକାବିଲା ପାଇଁ ଶପଥ ନେଲେ ସରପଞ୍ଚ

Read More

ଲକ୍ ଡାଉନ୍ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଓଡ଼ିଆ

Read More
ମୁଖ୍ୟ ଖବର

ମୁଖ୍ୟ ଖବର

ବଲିଉଡ୍‌ ଜଗତର ପ୍ରତିଷ୍ଠିତ ଅଭିନେତା ଇର୍‌ଫାନ ଖାନଙ୍କ ୫୩ ବର୍ଷ ବୟସରେ ଆଜି ପରଲୋକ ହୋଇଛି । ମୁମ୍ବାଇ କୋକିଲାବେନ୍‌ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପେଟରେ ସଂକ୍ରମଣ ହେବାରୁ କାଲି ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ୨୦୧୮ ମସିହାରୁ ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ। ନିକଟରେ ଇର୍‌ଫାନଙ୍କ ‘ଅଂଗ୍ରେଜୀ ମିଡିଅମ’ ଫିଲ୍ମ ରିଲିଜ ହୋଇଥିଲା । ଇର୍‌ଫାନ ଜଣେ ବହୁମୁଖୀ ଅଭିନେତା ଥିଲେ। ତାଙ୍କ …

କାର୍ଯ୍ୟରତ ସାମ୍ବାଦିକମାନଙ୍କର ଯଦି କରୋନା ଆକ୍ରାନ୍ତରେ ମୃତ୍ୟୁ ହୁଏ ତେବେ ସେମାନଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ସହୟତା ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କରୋନା ଭୂତାଣୁ ସମ୍ପର୍କରେ ସାମ୍ବାଦିକମାନେ ଲୋକମାନଙ୍କୁ ସଚେତନ କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କ ଦାୟିତ୍ଵ ନିଷ୍ଠାର ସହିତ ନିର୍ବାହ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

MENU

Back